"Mu Diwana" lyrics
Suvam Pradhan & Kishore Kumar Lyrics
"Mu Diwana"
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
ନିଃଶ୍ୱାସେ ମୋ ରହିଛୁ ତୁ
ବିଶ୍ୱାସେ ମୋ ରହିଛୁ ତୁ
ଆଖିରେ ମୋ ରହିଛୁ ତୁ
ଛାତିରେ ମୋ ରହିଛୁ ତୁ
ତୋ ବିନା ବଞ୍ଚି ହୁଏନା
ହୋ-ହୋ-ହୋ
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
ଯୋଉ ଦିନୁ ତୋ ପ୍ରେମରେ ପଡ଼ିଛି ଜାନିଆ
ସେଇ ଦିନୁ ନୂଆ-ନୂଆ ଲାଗୁଛି ଦୁନିଆଁ
କୋଉ ଯାଦୁ ଜାଣିଛୁ ତୁ କହିଦେ ଥରୁଟେ
ଯୁଆଡ଼େ ମୁଁ ଚାହିଁଲେ ବି ଦେଖୁଛି ଯେ ତୋତେ
ତୋ ବିନା ଭଲ ଲାଗେନା
ହୋ-ହୋ-ହୋ
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
ଥିଲି ଏକା ହେଲୁ ଦେଖା କରିଲୁ ଆପଣା
ମୋତେ ଆଜି ଦେଲୁ ପ୍ରିୟା ତୋରି ଠିକଣା
ମୋ ପାଖରେ ରହିଥା ତୁ ମୋ ମନ ମଇନା
ତୋ ବିନା ବଞ୍ଚିବାକୁ ନାହିଁ ତ ବାହାନା
ତୋ ବିନା କିଛି ଚାହେଁନା
ହୋ-ହୋ-ହୋ
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
ନିଃଶ୍ୱାସେ ମୋ ରହିଛୁ ତୁ
ବିଶ୍ୱାସେ ମୋ ରହିଛୁ ତୁ
ଆଖିରେ ମୋ ରହିଛୁ ତୁ
ଛାତିରେ ମୋ ରହିଛୁ ତୁ
ତୋ ବିନା ବଞ୍ଚି ହୁଏନା
ହୋ-ହୋ-ହୋ
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
ମୁଁ ଦିୱାନା-ଦିୱାନା-ଦିୱାନା
ତୋ ଦିୱାନା-ଦିୱାନା
Writer(s): Sarada Biswal, Suvam Pradhan
- AZLyrics
- K
- Kishore Kumar Lyrics